କଭି ଅଲବିଦା ନା କହନା….ବିଦାୟ ଉତ୍ସବରେ ଏମିତି କହି ଭାବପ୍ରବଣ କଲେ ଲେଡି ସିଂହମ୍
ସୁନ୍ଦରଗଡ଼ : ( ଉ ଲା ପ୍ର ) ଏକ ଭାବପ୍ରବଣ ପରିବେଶରେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରିଥିବା ସାଗରିକା ୨୦୧୯ ଅଗଷ୍ଟ ମାସରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଲେଡି ସିଂହମ୍ ଅଫିସର ଭାବେ ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଆଇପିଏସ୍ ଅଫିସର ରାଜଧାନୀବାସୀଙ୍କ ଅତି ପ୍ରିୟ ହୋଇଯାଇଥିଲେ ସେ। ସର୍ବଦା ଆକ୍ସନମୁଡ୍ରେ […]