ନଦୀରେ ବୁଡି ଦିବ୍ୟାଙ୍ଗ ଯୁବକ ମୃତ

ରସୁଲପୁର ( ଉଲ୍ଲାପ୍ର )ବ୍ରହ୍ମନଦୀରେ ବୁଡି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁ ଘଟିଛିମୃତକ ହେଲେ ବ୍ରହ୍ମବରଦା କାକୁଡି କୁଦ ଗ୍ରାମର ପଦ୍ମନାଭ ଦାସ ଙ୍କ ପୁଅ ମୁନା ଦାସ ବୟସ 19 ବର୍ଷ. ସେ ଦାରାପୁରସ୍ଥ ନିଜ ଅଜା ବ୍ରଜବନ୍ଧୁ ଦାସ ଙ୍କ ଘରେ ପିଲା ଦିନରୁ ରହିଆସୁଥିଲେ. ମୁନା ବାକ ଶକ୍ତିହୀନ ଥିଲେ. ସେ କ୍ୟୋଣସି କାମରେ ହଳଦୀ ବସନ୍ତ ନିକଟ ବ୍ରାହ୍ମଣୀ ନଦୀରେ ତିନିମୁହାଣୀ ପୋଲ ଉପରେ ବୁଲା ବୁଲି କରୁଥିବାବେଳେ ଆସାଧାବଶତଃ ପୋଲରୁ […]

ବ୍ରହ୍ମବରଦା ଥାନା ଅଧିକାରୀ ଭାବେ ଯୋଗଦେଲେ ଶରତ ନାୟକ

ରସୁଲପୁର ( ସୁଶାନ୍ତ ଜେନା )ଯାଜପୁର ଜିଲ୍ଲା ବ୍ରହ୍ମବରଦା ଆଇ ଆଇ ସି ଭାବେ ଶ୍ରୀ ଶରତ କୁମାର ନାୟକ ନୂତନ ଭାବେ ଯୋଗ ଦେଇଛନ୍ତି.ସେ ଏଥି ପୃବରୁ ଯଖପୁରା ଥାନାଅଧିକାରୀ ଭାବେ ଦାୟୁତରେ ଥିଲେ. ଗତ ସୋମବାର ଦିନ ଶ୍ରୀ ଶରତ କୁମାର ନାୟକ ଦା୍ୟୁତ୍ୟ ଗ୍ରହଣ କରିଥିବା ଜଣାଯାଇଛି. ନୁର୍ତନ ଥାନା ଅଧିକାରୀଙ୍କୁ ଯୋଗଦାନ ପରେ ବ୍ରହ୍ମବରଦା ପ୍ରେସ କ୍ଲବ ତରଫରୁ ପୁଷ୍ପ ଗୋଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନାକରାଯାଇଥିଲା.କ୍ଲବ ର ସାମ୍ବାଦିକ ବୃନ୍ଦ […]

ବୌଦ୍ଧ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ନେଇ ” ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ – ୧୩.୦୯- ( ହୃଦାନନ୍ଦ ମେହେର )- ଆଜି ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ବିପ୍ରଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ,ବୌଦ୍ଧ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବ୍ଲକ୍ ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା […]

ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ସୋମବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ଆଇନଜିବି ବିଜୟ ପଟନାୟକ, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରଣବ ମଣ୍ଡଳ, ପ୍ରମୂଖ ଫୁଲବାଣୀ କୁ ରେଳ ସଂଯୋଗ […]

ଚୋରୀ ସମଗ୍ରୀ ଉଦ୍ଧାର, ଅଭିଯୁକ୍ତ ଗିରଫ

ଫୁଲବାଣୀ( ସୁନୀଲ ପଟ୍ଟନାୟକ)ଫୁଲବାଣୀ ଟାଉନ୍ ଥାନା ପୋଲିସ କୁ ପୁଣି ମିଳିଛି ସଫଳତା lଫୁଲବାଣୀ ବ୍ଲକ ଛକ ନିକଟସ୍ଥ ମା ବରାଳଦେବୀ ଷ୍ଟୋର ରୁ ଗତ ମାସ ବୁଧବାର 30 ଅଗଷ୍ଟ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଫୁଲଵାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତ କୁ ଗିରଫ୍ କରିଛି । ଏହି ଚୋରି ଘଟଣାରେ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣକୁ ଗିରଫ କରିବା ସହ ତା ନିକଟ […]

ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସୋଲାର ପ୍ରକଳ୍ପ ଅଚଳ , ନିମ୍ନ ମାନର କାମ ଅଭିଯୋଗ

ଫୁଲବାଣୀ( ସୁନୀଲ ପଟନାୟକ) ସରକାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତିl ତେବେ ନିମ୍ନ୍ ମାନର କାର୍ଯ୍ୟ ସହ ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ପ୍ରକଳ୍ପ ଗୁଡିକ ମାସ କେଇଟାରେ ଅକାମୀ ହୋଇ ପଡୁଛି l ସରକାର ଙ୍କ କୋଟି କୋଟି ଟଙ୍କା ପାଣି ରେ ପଡୁଛି ଯାହାର କି ଏକ ଉଦାହରଣ ଦେଖିବାକୁ […]

ରାସ୍ତା ସମସ୍ୟା
ଭରା ନଈ ରେ ଟିୟୁବ ରେ ନଦୀ ପାରି ହେଲେ ରୋଗୀ

ଫୁଲବାଣୀ ( ଉଲ୍ଲାପ୍ର )ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଈ ରେ ରୋଗୀଙ୍କୁ ଟିଉବ ରେ ବସେଇ ବିପଦ ସଙ୍କୁଳ ଅବସ୍ଥାରେ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତ ର କୁବେର ମୁଣ୍ଡା ଗାଁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି l କୁବେର ମୁଣ୍ଡା ଗାଁ ର ଆନନ୍ତି ପ୍ରଧାନ ନାମକ […]

କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ

ଝାଡଖଣ୍ଡର ଚାଇବସା ସ୍ଥିତ କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭାଗୀୟ ମୁଖ୍ୟ ଡ଼.ହରିହର ପ୍ରଧାନ ଓ ସହ ପ୍ରାଧ୍ୟାପକ ଡ଼. ମନୋଜ କୁମାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସୃଜନୀ ଗାରିମା ଉପରେ ବିସ୍ତୃତ ଆଲୋଚନା କରିଥିଲେ |ବିଭାଗୀୟ ସେମିନାର ସମ୍ପାଦକ ବିକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ |ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମିଶ୍ର […]

ବନାନୀ କଳା ସଙ୍ଗମ ନୂତନ କର୍ମକର୍ତ୍ତା, ଡଃ ଅରୂପ ଜେନା ସଭାପତି, ସୁନୀଲ ପଟନାୟକ ସାଧାରଣ ସମ୍ପାଦକ ମନୋନୀତ

Iଫୁଲବାଣୀ -( ଉଲ୍ଲାପ୍ର )ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଂସ୍କୃତି ଅନୁଷ୍ଠାନ ର୍ ଏକ୍ ସାଧାରଣ ବୈଠକ ‘ନିଜସ୍ଵ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର୍ ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ର୍ ସଂଯୋଜକ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ସଂଗଠନ ର୍ ଆୟ […]

ଘର ସମ୍ମୁଖ ରୁ ବାଇକ୍ ଚୋରୀ

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl ଶାସନ ଯୋଗୁଁ ଏ ସବୁ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି lଗତ କାଲି ଫୁଲବାଣୀ ସହର ର ଚନ୍ଦନ ନଗର ସାହି ର୍ ସୁବାସ ଚନ୍ଦ୍ର ସାହାଣୀ ନିଜର ୟାମାହା କମ୍ପାନୀ ର୍ ଦାମୀ […]