କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା ଚଢ଼ାଉ କରି ୧୭ ଜଣ ଚୋରା ବ୍ୟବସାୟୀ ଙ୍କୁ ଗିରଫ । ୫ଶହ ୫୬ ଲିଟର ମଦ ଦୁଇଟି ବାଇକ୍ ଜବତ
କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ ୫୬ ଲିଟର ଦେଶୀ ମଦ,ଦୁଇଟି ବାଇକ୍, ଗୋଟିଏ ସାଇକେଲ ଜବତ କରିବା ସହ ବିରାଶାଳ ଅଞ୍ଚଳର ଚରଣ ପତ୍ର ଫେରାର ଥିବା ବେଳେ ,ସୁବ୍ରତ ପତ୍ର ଙ୍କ ଠାରୁ ଶହେ ଦଶ ଲିଟର ମଦ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































