ନିଶ୍ଚିତକୋଇଲି ରେ ସରପଞ୍ଚ ମାନେ କଲେ ବିଡିଓ ଅଫିସ ଘେରାଓ

ନିଶ୍ଚିତକୋଇଲି ( ଉଲ୍ଲାପ୍ର )ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନର ଅସହଯୋଗ ବିରୁଦ୍ଧରେ ଆଜି ନତକାଇ ପଂଚାୟତବାସୀ ବିଡ଼ିଓ ଅଫିସ ଆଗରେ ବସି ବିଡ଼ିଓଙ୍କ ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ। ଏହି ବ୍ଲକର ନତକାଇ ଗ୍ରାମ ପଞ୍ଚାୟତରେ ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇ ପଡିବା ସହ ଅନେକ ପ୍ରକଳ୍ପର କାର୍ଯ୍ୟ ହୋଇପାରୁନାହିଁ । ଏହାର ପ୍ରତିବାଦରେ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ […]

ନାରାୟଣ ନଗର ଦୈନିକ ବଜାରରେ ଅଷ୍ଟମ ଗଣେଶ ପୂଜା ପାଳିତ ଓ 5021 ଟି ଦୀପଦାନ

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜ଼ିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ନାଗର ଗ୍ରାମ ର ଦୈନିକ ବଜାର ଛକରେ 8 ତମ ଗଣେଶ ପୂଜା ପାଳିତ ହୋଇଯାଇଛି l ପ୍ରାୟ ଦିନ 11 ଘଣ୍ଟା ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ 2 ଘଣ୍ଟା ସମୟରେ ଶେଷ ହୋଇଥିଲା l ସମସ୍ତ ଭକ୍ତମାନେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ l ନାରାୟଣ ନଗର ଗ୍ରାମର ଜଗନ୍ନାଥ ମନ୍ଦିର ର ପୂଜକ ଅଜିତ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ,ବିଶ୍ଵାମିତ୍ର […]

ପ୍ରେସ କ୍ଲବ ରେ ଗଣେଶ ପୂଜା

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)ଆଜି ପବିତ୍ର ଗଣେଶ ପୂଜା l ଫୁଲବାଣୀ ର ପ୍ରେସ କ୍ଲବ ଠାରେ ଆନନ୍ଦ ଉଲ୍ଲାସ ର ସହିତ ଗଣେଶ ପୂଜା ପାଳିତ ହୋଇଥିଲା l କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେl ପୂଜାରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ, ରାକେଶ ରାଉତ, ସଞ୍ଜୟ ପାତ୍ର, ସୁନୀଲ ବିଶ୍ଵାଳ, ସତ୍ୟ ନାରାୟଣ ବେହେରା, ଭି ଭି ଶଙ୍କର, […]

ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଂଚ କଡାକଡି

ଫୁଲବାଣୀ (ସୁନୀଲ ପଟନା ୟକ)ଫୁଲବାଣୀ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଞ୍ଚ ପକ୍ରିୟା କୁ କଡାକଡି କରାଯାଇଛି l ମଦ୍ୟପାନ ଓ ଦୃତ୍ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି l ବିଶେଷ କରି ହେଲମେଟ ନ୍ ପିନ୍ଧି ବାଇକ୍ ଚଳାଇବା ଓ ବସିବା ଫଳରେ ଘଟୁଥିବା ଦୁର୍ଘଟଣା ରେ କମ୍ ବର୍ଷ ର୍ ବ୍ୟକ୍ତି ଙ୍କ ମୃତ୍ୟୁ ହେଉଥିବା ରୁ ବିଭାଗ ପକ୍ଷରୁ ଉଦବେଗ […]

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଟ୍ରକ୍ ସହ ଦୁଇ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇଜବତ

ଫୁଲବାଣୀ(ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନିସ୍ ପେକ୍ଟର ଶ୍ରୀଧର ହେମ୍ରମ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝି ପଡା ରାସ୍ତା ରେ ଅବକାରୀ ବିଭାଗ ଟିମ୍ ଏକ୍ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇ କୁଇଣ୍ଟାଲ କୋଡ଼ିଏ କେଜି […]

ଦାରିଙ୍ଗବାଡ଼ି
ସାମ୍ବାଦିକ ସୁଶାନ୍ତ ଙ୍କ ମା ନିଖୋଜ

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡା ଅଞ୍ଚଳ ର ଜୈନିକ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଙ୍କ ମା ନିର୍ମଳା ସାହୁ ଷାଠିଏ ବର୍ଷ ରାଜଧାନୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି l ସୂଚନା ଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ନିର୍ମଳା ବୁଡା ଗୁଡା ରୁ ଭୁବନେଶ୍ବର ଯାଉଥିବା ଓମ୍ ଚକାଡୋଳା ନାମକ ଏକ ଘରୋଇ ବସ ରେ ବସି ଭୁବନେଶ୍ବର ଯାଇଥିଲେ l ତେବେ ମଙ୍ଗଳ ବାର ଭୋର୍ ଚାରିଟା ବେଳେ କଣ୍ଡକ୍ଟର୍ […]

ବିଶ୍ଵ ଶାନ୍ତି ଦିବସ ପାଳନ ଅବସରରେ ନିରାଡମ୍ବର ଭସାଣି ସଚେତନତା କାର୍ଯ୍ୟକ୍ରମ

ଆଠଗଡ ( ଉଲ୍ଲାପ୍ର )କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ରେ ଆଜି ବିଶ୍ଵ ଶାନ୍ତି ଦିବସ ପାଳିତ ହୋଇଯାଇ ଅଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମଧୁଲିତା ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ପରେ ବିଦ୍ୟାଳୟ ରେ କିଛି ଵୃକ୍ଷ ରୋପଣ କରାଯାଇ ଥିଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନୂତନ […]

ଢେଙ୍କାନାଳ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ନୂଆଖାଇ

ଢେଙ୍କାନାଳ ( ଉଲ୍ଲାପ୍ର )କୋରିଆଁ ବାଏ ପାସ ଟ୍ରକ ମାଲିକ ସଂଘ ନିକଟସ୍ଥ ବାସଭବନରେ ମା ସମଲେଶ୍ଵରୀଙ୍କର ନୂଆଖାଇ ପାଳନ ହୋଇଯାଇଥିଲା । ଏହି ପର୍ବ ରେ ବହୁତ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ଏଠାକୁ ଆସିଥିଲେ। ଏହି ପୂଜା ରେ ସୂର୍ଯ୍ୟ ନାରାୟଣ ଗ୍ରହଵିପ୍ର ସମାଜ ଢେଙ୍କାନାଳ ତରଫରୁ ସଭାପତି ପଣ୍ଡିତ ଶଶୀଭୂଷଣ ନାୟକ ଏବଂ ମନୋଜ କୁମାର ନାୟକ ଏବଂ ରାଷ୍ଟ୍ରୀୟ ସୂର୍ଯ୍ୟାଂଶୀ ବ୍ରାହ୍ମଣ ସଂଘଠନର ପଣ୍ଡିତପ୍ରମୋଦ କୁମାର ଆଚାର୍ଯ୍ୟ ମୂକ୍ଷ […]

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ।ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ।ଯୋରନ୍ଦା ଗାଦି ହେଲା ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଲା ଢେଙ୍କାନାଳର ମହିମାଗାଦୀ

କାମାକ୍ଷା ନଗର ( ଉଲ୍ଲାପ୍ର )ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ଧୂମଧାମରେ ପାଳିତ ହୋଇଛି ନୁଆଖାଇ ପର୍ବ।ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ମହିମା ସାଧୂ ଓ ଭକ୍ତ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବକୁ ପାଳନ କରିଛନ୍ତି।ମହିମା ଧର୍ମ ହେଉଛି ଓଡିଶାର ନିଜସ୍ୱ ଏବଂ କୃଷି ପ୍ରଧାନ ଧର୍ମ ।ସେଥିପାଇଁ ବର୍ଷର ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ନୁଆଖାଇ ଦିନ ପ୍ରାତଃ କାଳରେ ମହିମା ଗୋସାଇଁଙ୍କ ନିକଟରେ […]

News Today ଓଡ଼ିଆ ପ୍ରତିନିଧିଙ୍କ ନାମରେ ଏତଲା ଦେଲେ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କଙ୍କଡ଼ାହାଡ଼ ଶିକ୍ଷକ ସଂଘ

କାମାକ୍ଷା ନଗର ( ଉଲ୍ଲାପ୍ର )କାମାକ୍ଷାନଗର ଉପଖଣ୍ଡ ର କଙ୍କଡ଼ାହାଡ଼ ବ୍ଲକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରସାରଣ କରିବା ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଚରିତ୍ର ସଂହାର କରିବା ନେଇ ୱେବ୍ ଚାନାଲ ର ପ୍ରତିନିଧି ଯୋଶବନ୍ତ ପରିଡ଼ା ନାମରେ ମକଦ୍ଦମା ରୁଜୁ ହୋଇଛି।ଏହି ଭାଇରାଲ ହୋଇ ଥିବା ଭିଡିଓ ଟି କେଉ ସ୍ଥାନର ଓ କେଉ ବିଦ୍ୟାଳୟର ତାହା ଜଣା ପଡିନାହିଁ।ଏଣୁ କଙ୍କଡ଼ାହାଡ଼ ବ୍ଲକ ଓ କଙ୍କଡ଼ାହାଡ଼ […]